ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୦୪ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୪୩ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 16
8. Deogarh: 2
9. Dhenkanal: 1
10. Gajapati: 2
11. Ganjam: 6
12. Jagatsinghpur: 1
13. Jajpur: 5
14. Jharsuguda: 1
15. Kalahandi: 8
16. Kendrapada: 5
17. Keonjhar: 1
18. Khurda: 55
19. Koraput: 2
20. Malkangiri: 1
21. Mayurbhanj: 11
22. Nawarangpur: 8— I & PR Department, Odisha (@IPR_Odisha) September 22, 2022
23. Nayagarh: 13
24. Nuapada: 4
25. Puri: 13
26. Rayagada: 5
27. Sambalpur: 10
28. Sonepur: 8
29. Sundargarh: 40
30. State Pool: 13New recoveries: 263
Cumulative tested: 33473942
Positive: 1332533
Recovered: 1321857
Active cases: 1437— I & PR Department, Odisha (@IPR_Odisha) September 22, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୬୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୨୫୩୩ ରହିଥିବା ବେଳେ ୧୪୩୭ ଜଣ ଚିକିତ୍ସିତ ହେଉଛନ୍ତି ।