ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୪୦ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୬୯ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 17
8. Deogarh: 4
9. Dhenkanal: 2
10. Gajapati: 25
11. Ganjam: 14
12. Jajpur: 14
13. Jharsuguda: 12
14. Kalahandi: 4
15. Kandhamal: 2
16. Kendrapada: 5
17. Khurda: 36
18. Koraput: 16
19. Malkangiri: 1
20. Mayurbhanj: 19
21. Nawarangpur: 3
22. Nayagarh: 4
23. Nuapada: 1— I & PR Department, Odisha (@IPR_Odisha) February 24, 2022
24. Puri: 1
25. Rayagada: 6
26. Sambalpur: 14
27. Sonepur: 8
28. Sundargarh: 80
29. State Pool: 9New recoveries: 797
Cumulative tested: 29045439
Positive: 1283978
Recovered: 1271018
Active cases: 3862— I & PR Department, Odisha (@IPR_Odisha) February 24, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୭୯୭ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୩୯୭୮ରହିଥିବା ବେଳେ ୩୮୬୨ ଜଣ ଚିକିତ୍ସିତ ହେଉଛନ୍ତି ।