ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ସାମାନ୍ୟ ହ୍ରାସ ପାଇଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୧୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୪୩୮ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୪୩୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 202
8. Deogarh: 71
9. Dhenkanal: 35
10. Gajapati: 73
11. Ganjam: 64
12. Jagatsinghpur: 64
13. Jajpur: 73
14. Jharsuguda: 55
15. Kalahandi: 63
16. Kandhamal: 44
17. Kendrapada: 60
18. Keonjhar: 39
19. Khurda: 714
20. Koraput: 53
21. Malkangiri: 16
22. Mayurbhanj: 180— I & PR Department, Odisha (@IPR_Odisha) February 2, 2022
23. Nawarangpur: 99
24. Nayagarh: 125
25. Nuapada: 181
26. Puri: 72
27. Rayagada: 36
28. Sambalpur: 131
29. Sonepur: 21
30. Sundargarh: 287
31. State Pool: 145New recoveries: 7767
Cumulative tested: 27745522
Positive: 1255776
Recovered: 1209313
Active cases: 37762— I & PR Department, Odisha (@IPR_Odisha) February 2, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୭୭୬୭ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୫୫୭୭୬ ରହିଥିବା ବେଳେ ୩୭୭୬୨ ଜଣ ଚିକିତ୍ସିତ ହେଉଛନ୍ତି ।