ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୪୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୮୩ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୨୦୩ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 52
8. Deogarh: 17
9. Dhenkanal: 15
10. Gajapati: 38
11. Ganjam: 26
12. Jagatsinghpur: 50
13. Jajpur: 47
14. Jharsuguda: 24
15. Kalahandi: 10
16. Kandhamal: 5
17. Kendrapada: 34
18. Keonjhar: 20
19. Khurda: 159
20. Koraput: 46
21. Malkangiri: 6
22. Mayurbhanj: 31— I & PR Department, Odisha (@IPR_Odisha) February 15, 2022
23. Nawarangpur: 6
24. Nayagarh: 21
25. Nuapada: 8
26. Puri: 13
27. Rayagada: 18
28. Sambalpur: 29
29. Sonepur: 18
30. Sundargarh: 88
31. State Pool: 24New recoveries: 1956
Cumulative tested: 28533646
Positive: 1279046
Recovered: 1259796
Active cases: 10271— I & PR Department, Odisha (@IPR_Odisha) February 15, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୯୫୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୯୦୪୬ ରହିଥିବା ବେଳେ ୧୦୨୭୧ ଜଣ ଚିକିତ୍ସିତ ହେଉଛନ୍ତି ।