ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୭୮ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୩୧ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 31
8. Deogarh: 6
9. Dhenkanal: 5
10. Gajapati: 27
11. Ganjam: 11
12. Jagatsinghpur: 12
13. Jajpur: 47
14. Jharsuguda: 20
15. Kalahandi: 11
16. Kandhamal: 13
17. Kendrapada: 19
18. Keonjhar: 9
19. Khurda: 103
20. Koraput: 39
21. Malkangiri: 2
22. Mayurbhanj: 22— I & PR Department, Odisha (@IPR_Odisha) February 18, 2022
23. Nawarangpur: 4
24. Nayagarh: 18
25. Nuapada: 14
26. Puri: 12
27. Rayagada: 9
28. Sambalpur: 28
29. Sonepur: 1
30. Sundargarh: 105
31. State Pool: 23New recoveries: 1465
Cumulative tested: 28715496
Positive: 1281455
Recovered: 1264571
Active cases: 7855— I & PR Department, Odisha (@IPR_Odisha) February 18, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୪୬୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୧୪୫୫ ରହିଥିବା ବେଳେ ୭୮୫୫ ଜଣ ଚିକିତ୍ସିତ ହେଉଛନ୍ତି ।