ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୦୩ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୩୦ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 18
8. Deogarh: 6
9. Gajapati: 6
10. Ganjam: 9
11. Jagatsinghpur: 4
12. Jajpur: 15
13. Jharsuguda: 12
14. Kalahandi: 34
15. Kandhamal: 16
16. Kendrapada: 5
17. Keonjhar: 8
18. Khurda: 96
19. Koraput: 9
20. Mayurbhanj: 59
21. Nawarangpur: 25
22. Nayagarh: 13— I & PR Department, Odisha (@IPR_Odisha) August 7, 2022
23. Nuapada: 15
24. Puri: 3
25. Rayagada: 28
26. Sambalpur: 88
27. Sonepur: 12
28. Sundargarh: 157
29. State Pool: 20New recoveries: 882
Cumulative tested: 32786433
Positive: 1318875
Recovered: 1303823
Active cases: 5851— I & PR Department, Odisha (@IPR_Odisha) August 7, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୮୮୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୮୮୭୫ ରହିଥିବା ବେଳେ ୫୮୫୧ ଜଣ ଚିକିତ୍ସିତ ହେଉଛନ୍ତି ।