ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ସାମାନ୍ୟ ହ୍ରାସ ପାଇଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୬୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୧୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୫୧୪ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୫୧୫ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 329
8. Deogarh: 68
9. Dhenkanal: 55
10. Gajapati: 56
11. Ganjam: 46
12. Jagatsinghpur: 89
13. Jajpur: 137
14. Jharsuguda: 51
15. Kalahandi: 85
16. Kandhamal: 47
17. Kendrapada: 149
18. Keonjhar: 44
19. Khurda: 716
20. Koraput: 31
21. Malkangiri: 23
22. Mayurbhanj: 142— I & PR Department, Odisha (@IPR_Odisha) February 3, 2022
23. Nawarangpur: 90
24. Nayagarh: 118
25. Nuapada: 70
26. Puri: 53
27. Rayagada: 101
28. Sambalpur: 101
29. Sonepur: 35
30. Sundargarh: 346
31. State Pool: 160New recoveries: 6067
Cumulative tested: 27812224
Positive: 1259405
Recovered: 1215380
Active cases: 35306— I & PR Department, Odisha (@IPR_Odisha) February 3, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୬୦୬୭ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୫୯୪୦୫ ରହିଥିବା ବେଳେ ୩୫୩୦୬ ଜଣ ଚିକିତ୍ସିତ ହେଉଛନ୍ତି ।