ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୦୩ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୨୨ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 32
8. Deogarh: 5
9. Dhenkanal: 5
10. Gajapati: 26
11. Ganjam: 2
12. Jagatsinghpur: 4
13. Jajpur: 36
14. Jharsuguda: 11
15. Kalahandi: 3
16. Kandhamal: 9
17. Kendrapada: 12
18. Keonjhar: 3
19. Khurda: 45
20. Koraput: 24
21. Malkangiri: 3
22. Mayurbhanj: 18— I & PR Department, Odisha (@IPR_Odisha) February 20, 2022
23. Nawarangpur: 2
24. Nayagarh: 16
25. Nuapada: 7
26. Puri: 8
27. Rayagada: 45
28. Sambalpur: 38
29. Sonepur: 5
30. Sundargarh: 96
31. State Pool: 10New recoveries: 1266
Cumulative tested: 28826116
Positive: 1282481
Recovered: 1267109
Active cases: 6308— I & PR Department, Odisha (@IPR_Odisha) February 20, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୨୬୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୨୪୮୧ ରହିଥିବା ବେଳେ ୬୩୦୮ ଜଣ ଚିକିତ୍ସିତ ହେଉଛନ୍ତି ।