ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୮ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୮ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 19th March
New Positive Cases: 45
Of which 0-18 years: 8
In quarantine: 27
Local contacts: 18(Details of local contacts will be shared by concerned District)
1. Angul: 1
2. Balasore: 4
3. Cuttack: 2
4. Gajapati: 5
5. Ganjam: 11
6. Jajpur: 5— I & PR Department, Odisha (@IPR_Odisha) March 20, 2022
7. Jharsuguda: 1
8. Kendrapada: 6
9. Khurda: 1
10. Koraput: 3
11. Mayurbhanj: 1
12. Nawarangpur: 1
13. Nayagarh: 1
14. Rayagada: 1
15. Sambalpur: 1
16. Sundargarh: 1New recoveries: 86
Cumulative tested: 30189134
Positive: 1287153
Recovered: 1277357
Active cases: 627— I & PR Department, Odisha (@IPR_Odisha) March 20, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୮୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୭୧୫୩ ରହିଥିବା ବେଳେ ୬୨୭ ଜଣ ଚିକିତ୍ସିତ ହେଉଛନ୍ତି ।