ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୧୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୧୨୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 19
7. Cuttack: 266
8. Deogarh: 4
9. Dhenkanal: 67
10. Gajapati: 18
11. Ganjam: 17
12. Jagatsinghpur: 132
13. Jajpur: 162
14. Jharsuguda: 8
15. Kalahandi: 20
16. Kandhamal: 15
17. Kendrapada: 55
18. Keonjhar: 70
19. Khurda: 365
20. Koraput: 61
21. Malkangiri: 64— I & PR Department, Odisha (@IPR_Odisha) June 29, 2021
22. Mayurbhanj: 155
23. Nawarangpur: 20
24. Nayagarh: 92
25. Nuapada: 8
26. Puri: 178
27. Rayagada: 49
28. Sambalpur: 23
29. Sonepur: 25
30. Sundargarh: 28
31. State Pool: 73New recoveries: 3385
Cumulative tested: 13684221
Positive: 906429
Recovered: 870787
Active cases: 31619— I & PR Department, Odisha (@IPR_Odisha) June 29, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୩୩୮୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୬୪୨୯ ରହିଥିବା ବେଳେ ଏହି ରୋଗରୁ ୮୭୦୭୮୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୩୧୬୧୯ ଜଣ ଚିକିତ୍ସିତ ହେଉଛନ୍ତି ।