ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ଆଜି ରାଜ୍ୟରେ ଏକ ହଜାର ଉପରେ ରହିଛି ଦୈନକ ମାମଲା । ଗତକାଲି ଏହା ଏକ ହଜାର ତଳକୁ ଖସିଥିଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୩୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 1
7. Cuttack: 132
8. Deogarh: 7
9. Dhenkanal: 10
10. Gajapati: 3
11. Ganjam: 11
12. Jagatsinghpur: 81
13. Jajpur: 36
14. Kalahandi: 5
15. Kandhamal: 5
16. Kendrapada: 28
17. Keonjhar: 17
18. Khurda: 383
19. Koraput: 5
20. Malkangiri: 3
21. Mayurbhanj: 28— I & PR Department, Odisha (@IPR_Odisha) August 10, 2021
22. Nawarangpur: 2
23. Nayagarh: 28
24. Nuapada: 2
25. Puri: 34
26. Rayagada: 26
27. Sambalpur: 9
28. Sundargarh: 5
29. State Pool: 81New recoveries: 1475
Cumulative tested: 16683764
Positive: 988997
Recovered: 971391
Active cases: 10988— I & PR Department, Odisha (@IPR_Odisha) August 10, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୪୭୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୮୯୯୭ ରହିଥିବା ବେଳେ ଏହି ରୋଗରୁ ୯୭୧୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୦୯୮୮ ଜଣ ଚିକିତ୍ସିତ ହେଉଛନ୍ତି ।