ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୯୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୨୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୨୮ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 4
7. Cuttack: 279
8. Deogarh: 5
9. Dhenkanal: 34
10. Gajapati: 4
11. Ganjam: 6
12. Jagatsinghpur: 113
13. Jajpur: 115
14. Jharsuguda: 6
15. Kalahandi: 4
16. Kandhamal: 19
17. Kendrapada: 112
18. Keonjhar: 21
19. Khurda: 480
20. Koraput: 7
21. Malkangiri: 24— I & PR Department, Odisha (@IPR_Odisha) July 22, 2021
22. Mayurbhanj: 66
23. Nawarangpur: 9
24. Nayagarh: 88
25. Nuapada: 2
26. Puri: 83
27. Rayagada: 18
28. Sambalpur: 25
29. Sonepur: 12
30. Sundargarh: 47
31. State Pool: 99New recoveries: 1943
Cumulative tested: 15357771
Positive: 961934
Recovered: 936950
Active cases: 19623— I & PR Department, Odisha (@IPR_Odisha) July 22, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୯୪୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬୧୯୩୪ ରହିଥିବା ବେଳେ ଏହି ରୋଗରୁ ୯୩୬୯୫୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୯୬୨୩ ଜଣ ଚିକିତ୍ସିତ ହେଉଛନ୍ତି ।