ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ଭାଇରସରେ ଲାଗୁନି ବ୍ରେକ୍ । ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୫୭୭ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ୧୬୧ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 8th July
New Positive Cases: 577
In Quarantine: 416
Local Contacts: 161(Details of local contacts will be shared by concerned Dist Administration)
District Wise Cases
1. Angul: 7
2. Balasore: 30
3. Bhadrak: 2
4. Boudh: 5
5. Cuttack: 14
6. Dhenkanal: 4— I & PR Department, Odisha (@IPR_Odisha) July 9, 2020
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାର କେତେ ଜଣ ରହିଛନ୍ତି ଆସନ୍ତୁ ନଜର ପକାଇବା ।
ଅନୁଗୁଳର ୭, ବାଲେଶ୍ୱରର ୩୦. ଭଦ୍ରକର ୨, ବୌଦ୍ଧର ୫, କଟକର ୧୪, ଢେଙ୍କନାଳର ୪, ଗଜପତିର ୧୭, ଗଞ୍ଜାମର ୨୬୦, ଜଗତସିଂହପୁରର ୭, ଯାଜପୁରର ୯, ଝାରସୁଗୁଡାର ୧, କନ୍ଧମାଳର ୧, କେନ୍ଦ୍ରାପଡାର ୩, କେନ୍ଦୁଝରର ୪୮, ଖୋର୍ଦ୍ଧାର ୫୬, କୋରାପୁଟର ୬, ମାଲକାନାଗିରିର ୧, ମୟୂରଭଞ୍ଜର ୧୪, ନୟାଗଡାର ୧, ପୁରୀର ୫, ସମ୍ବଲପୁର ୩ ଏବଂ ସୁନ୍ଦରଗଡର ୮୩ ଜଣ ରହିଛନ୍ତି ।
New Recoveries: 303
Cumulative Tested: 314987
Positive: 11201
Recovered: 7006
Active Cases: 4128— I & PR Department, Odisha (@IPR_Odisha) July 9, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୭୦୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଥିବା ବେଳେ ୪୧୨୮ ଜଣ ଚିକିତ୍ସିତ ହେଉଛନ୍ତି ।