ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚିନ୍ତା ବଢାଉଛି କରୋନା । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ରାଜ୍ୟରେ ପୁଣି ଆଉ ୧୦୬୮ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୦୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 28th July
New Positive Cases: 1068
In Quarantine: 662
Local Contacts: 406(Details of local contacts will be shared by concerned District Administration)
District Wise Cases
1. Angul: 20
2. Balasore: 29
3. Bargarh: 5
4. Bhadrak: 4
5. Balangir: 26— I & PR Department, Odisha (@IPR_Odisha) July 29, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୨୦, ବାଲେଶ୍ୱରର ୨୯, ବରଗଡର ୫,ଭଦ୍ରକର ୪, ବଲାଙ୍ଗିରର ୨୬, କଟକର ୬୧, ଦେଓଗଡର ୨, ଢେଙ୍କାନାଳର ୧,ଗଜପତିର ୮୮, ଗଞ୍ଜାମର ୨୪୫, ଜଗତସିଂହପୁରର ୩, ଯାଜପୁରର ୧୨, ଝାରସୁଗୁଡାର ୧୨, କଳାହାଣ୍ଡିର ୧୯, କନ୍ଧମାଳର ୧୧, କେନ୍ଦ୍ରାପଡାର ୮, ଖୋର୍ଦ୍ଧାର ୧୯୪, କୋରାପୁଟର ୬୬, ମାଲକାନାଗିରିର ୧,ମୟୁରଭଞ୍ଜର ୨୦, ନବରଙ୍ଗପୁରର ୨୬, ନୟାଗଡର ୨୯, ନୂଆପଡାର ୧୧, ପୁରୀର ୧୬, ରାୟଗଡାର ୨୪, ସୋନପୁର ୨ ଏବଂ ସୁନ୍ଦରଗଡର ୧୧୨ ଜଣ ରହିଛନ୍ତି । ସର୍ବମୋଟ ୨୮ ଟି ଜିଲ୍ଲାର ୧୦୬୮ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Nayagarh: 29
23. Nuapada: 11
24. Puri: 16
25. Rayagada: 24
26. Sambalpur: 21
27. Sonepur: 2
28. Sundargarh: 112New Recoveries: 687
Cumulative Tested: 487310
Positive: 29175
Recovered: 18060
Active Cases: 10920— I & PR Department, Odisha (@IPR_Odisha) July 29, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୭୫ କୁ ବୃଦ୍ଧି ପାଇଛି । ସେଥିରୁ ୧୮୦୬୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୦୯୨୦ ଜଣ ଚିକିତ୍ସିତ ହେଉଛନ୍ତି ।