ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଉଗ୍ର ରୂପ ନେଉଛି କରୋନା । ଲାଗୁନି ବ୍ରେକ୍ । ପୁରା କଲବଲ କରି ରଖିଛି । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୧୬୯୯ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୨୬ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 5th August
New Positive Cases: 1699
In Quarantine: 1073
Local Contacts:626(Details of local contacts will be shared by concerned District Administration)
District Wise Cases
1. Angul: 17
2. Balasore: 17
3. Bargarh: 81
4. Bhadrak: 66
5. Balangir: 21— I & PR Department, Odisha (@IPR_Odisha) August 6, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୭, ବାଲେଶ୍ୱରର ୧୭, ବରଗଡର ୮୧,ଭଦ୍ରକର ୬୬,ବଲାଙ୍ଗିରର ୨୧, ବୌଦ୍ଧର ୮, କଟକର ୧୦୫, ଢେଙ୍କାନାଳର ୨୭,ଗଜପତିର ୫୯, ଗଞ୍ଜାମର ୨୬୮, ଜଗତସିଂହପୁରର ୧୬, ଯାଜପୁରର ୪୧, ଝାରସୁଗୁଡାର ୧୦, କଳାହାଣ୍ଡିର ୩୦, କନ୍ଧମାଳର ୭୪, କେନ୍ଦ୍ରାପଡାର ୨୭, କେନ୍ଦୁଝରର ୫୬, ଖୋର୍ଦ୍ଧାର ୨୨୦, କୋରାପୁଟର ୪୧, ମାଲକାନାଗିରିର ୭୨,ମୟୁରଭଞ୍ଜର ୨୪, ନବରଙ୍ଗପୁରର ୧୬, ନୟାଗଡର ୨୫, ନୂଆପଡାର ୩,ପୁରୀର ୬୭, ରାୟଗଡାର ୧୯ ସମ୍ବଲପୁରର ୧୦୧, ସୋନପୁର ୧୦ ଏବଂ ସୁନ୍ଦରଗଡର ୧୭୮ ଜଣ ରହିଛନ୍ତି । ସର୍ବମୋଟ ୨୯ ଟି ଜିଲ୍ଲାର ୧୬୯୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୨୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 16
23. Nayagarh: 25
24. Nuapada: 3
25. Puri: 67
26. Rayagada: 19
27. Sambalpur: 101
28. Sonepur: 10
29. Sundargarh: 178New Recoveries: 1255
Cumulative Tested: 600591
Positive: 40717
Recovered: 25737
Active Cases: 14700— I & PR Department, Odisha (@IPR_Odisha) August 6, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୭୧୭ କୁ ବୃଦ୍ଧି ପାଇଛି । ସେଥିରୁ ୨୫୭୩୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୪୭୦୦ ଜଣ ଚିକିତ୍ସିତ ହେଉଛନ୍ତି ।