ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୨୧୦ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ଅଞ୍ଚଳର ।
COVID-19 REPORT FOR 24th JUNE
New positive Cases: 210
In quarantine: 174
Local contacts: 36(Details of local contacts will be shared by concerned District Administration)
Dist Wise Cases
1. Khordha: 47
2. Keonjhar: 5
3. Deogarh: 1
4. Nawarangapur: 2
5. Nayagarh: 3— I & PR Department, Odisha (@IPR_Odisha) June 25, 2020
ଆଜି ଚିହ୍ନଟ ହୋଇଥିବା ୨୧୦ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାର ୪୭, କେନ୍ଧୁଝରର ୫, ଦେଓଗଡ ୧, ନବରଙ୍ଗପୁର ୨, ନୟାଗଡର ୩, ଗଞ୍ଜାମର ୫୮, କଟକର ୫, ଅନୁଗୁଳର ୧, ବାଲେଶ୍ୱରର ୨, ଢେଙ୍କାନାଳର ୭, ଯାଜପୁରର ୮, ପୁରୀର ୮, ଗଜପତିର ୨୯, ସୁନ୍ଦରଗଡର ୬, କେନ୍ଦ୍ରପଡାର ୩, ସମ୍ବଲପୁରର ୧, ବଲାଙ୍ଗିରର ୧୧, ମୟୂରଭଞ୍ଜର ୭ ଏବଂ ୬ ଜଣ ଏନଡିଆରଏଫ କର୍ମୀ (କୋଲକାତାରୁ ଅମ୍ପାନ ଡ୍ୟୁଟି କରି ଫେରିଥିଲେ) ।
New recoveries: 135
Cumulative tested: 239815
Positive: 5962
Recovered: 4123
Active Cases: 1815— I & PR Department, Odisha (@IPR_Odisha) June 25, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ କୁ ବୃଦ୍ଧି ପାଇଥିବା ବେଳେ ୪୧୨୩ ଜଣ ସୁସ୍ଥ ହୋଇସାରିଲେଣି ଏବଂ ୧୮୧୫ ଟି ସକ୍ରିୟ କେସ ରହିଛି ।