ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପରମୁହାଁ । ବଢିଚାଲିଛି ପଛେ ଥମିବାର ନାଁ ଧରୁନି । ଏବେ ପୁଣି ଆଉ ୪୩୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୫୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୭୭୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 19th September
New Positive Cases: 4330
In quarantine: 2556
Local contacts: 1774(Details of local contacts will be shared by concerned Dist Administration)
District Wise Cases
1. Angul: 176
2. Balasore: 121
3. Bargarh: 99
4. Bhadrak: 74
5. Balangir: 79— I & PR Department, Odisha (@IPR_Odisha) September 20, 2020
22. Mayurbhanj: 152
23. Nawarangpur: 133
24. Nayagarh: 53
25. Nuapada: 62
26. Puri: 292
27. Rayagada: 85
28. Sambalpur: 107
29. Sonepur: 25
30. Sundargarh: 123
31. State Pool: 225New Recovery: 4090
Cumulative Tested: 2766976
Positive: 179880
Recovered: 141657
Active Case: 37469— I & PR Department, Odisha (@IPR_Odisha) September 20, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୪୦୯୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୮୮୦ କୁ ବୃଦ୍ଧି ପାଇଥିବା ବେଳେ ୧୪୧୬୫୭ ଜଣ ସୁସ୍ଥ ହୋଇସାରିଲେଣି ଏବଂ ୩୭୪୬୯ ଜଣ ଚିକିତ୍ସିତ ହେଉଛନ୍ତି ।