ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ପ୍ରକୋପ । ବଢିଚାଲିଛି ପଛେ ଥମିବାର ନାଁ ଧରୁନି । ଏବେ ପୁଣି ଆଉ ୪୩୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୧୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୮୨୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 23rd September
New Positive Cases: 4340
In quarantine: 2517
Local contacts: 1823(Details of local contacts will be shared by concerned Dist Administration)
District Wise Cases
1. Angul: 155
2. Balasore: 162
3. Bargarh: 108
4. Bhadrak: 105
5. Balangir: 53— I & PR Department, Odisha (@IPR_Odisha) September 24, 2020
22. Mayurbhanj: 127
23. Nawrangpur: 143
24. Nayagarh: 84
25. Nuapada: 74
26. Puri: 203
27. Rayagada: 62
28. Sambalpur: 130
29. Sonepur: 129
30. Sundargarh: 138
31. State Pool: 164New Recovery: 4052
Cumulative Tested: 2956301
Positive: 196888
Recovered: 157265
Active Case: 38818— I & PR Department, Odisha (@IPR_Odisha) September 24, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୪୦୫୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୮୮୮ କୁ ବୃଦ୍ଧି ପାଇଥିବା ବେଳେ ୧୫୭୨୬୫ ଜଣ ସୁସ୍ଥ ହୋଇସାରିଲେଣି ଏବଂ ୩୮୮୧୮ ଜଣ ଚିକିତ୍ସିତ ହେଉଛନ୍ତି ।