ମୁମ୍ବାଇ(ଏଟିଆର ବ୍ୟୁରୋ): ବର୍ତ୍ତମାନ ବଲିଉଡର ଡ୍ରଗ୍ସ ମାମଲାରେ ଜୋର ଧରିଜି ଏନସିବିର ଜାଞ୍ଚ । ଦିନକୁ ଦିନ ଦେଖିବାକୁ ମିଳୁଛି ଅନେକ ବଡ ବଡ ବଲିଉଡ କଲାକାର ଏହି ଡ୍ରଗ୍ସ ମାମଲାରେ ଟାଣି ହୋଇ ଆସୁଛନ୍ତି । ତେବେ ପ୍ରଥମେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟାଙ୍କୁ ଏନସିବି ଜେରା କରିଥିଲା ଓ ସେ ଏବେ ପର୍ଯ୍ୟନ୍ତ ହାଜତରେ ଅଛନ୍ତି । ଏହା ପରେ ତାଙ୍କ ବୟାନରେ ସେ ସାରା ଅଲ୍ଲୀ ଖାନ ଓ ରକୁଲ ପ୍ରୀତଙ୍କ ନାମ ମଧ୍ୟ ନେଇଥିଲେ , ଶ୍ରଦ୍ଧା କପୁର ମଧ୍ୟ ଏଥି ସହ ଜଡିତ ଥିବା କଥା ସାମ୍ନାକୁ ଆସିଥିଲା । ତେଣୁ ଏହି ତିନି ଜଣଙ୍କୁ ଅଭିନେତ୍ରୀଙ୍କୁ ଏନସିବି ସମନ ଜାରି କରିଛିା । ପୁଣି ଦିପିକା ପାଦୁକୋନଙ୍କ ନାଁ ଡ୍ରଗ୍ସ ମାମଲାରେ ଆସିବା ପରେ ଦିପିକା ପାଦୁକୋନଙ୍କ ସହିକ ଆସନ୍ତା କାଲି ଡ୍ରଗ୍ସ ମାମଲାରେ ପ୍ରଶ୍ନ ପଚାରିବ ଏନସିବି ଟିମ୍ । ଆଜି ଗୋଆରୁ ପ୍ରାୟ ୧୨.୩୦ ରେ ଚାଟାର୍ଡ ପ୍ଲେନରେ ମୁମ୍ବାଇ ଆସିବେ ଦିପିକା । ଏହି ବିମାନ ହାଇଦ୍ରାବାଦରୁ ଆସିବ, ଗୋଆରୁ ଦୀପିକା ପାଦୁକୋନଙ୍କୁ ନେଇ ମୁମ୍ବାଇ ଛାଡିବ । ଏୟାରପୋର୍ଟର ଭିଆଇପି ଗେଟ ଦେଇ ଆସିବେ ଦିପିକା ପାଦୁକୋନ । ସେ ଯଦି ସେକ୍ୟୁରିଟି ମାଗନ୍ତି ତେବେ ତାଙ୍କୁ ତାହା ମଧ୍ୟ ଯୋଗାଇ ଦିଆଯିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024