ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ପ୍ରକୋପ । ରାଜ୍ୟରେ ଏବେ ପୁଣି ଆଉ ୩୯୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୦୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୬୧୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 26th September
New Positive Cases: 3922
In quarantine: 2309
Local contacts: 1613(Details of local contacts will be shared by concerned Dist Administration)
District Wise Cases
1. Angul: 200
2. Balasore: 72
3. Bargarh: 154
4. Bhadrak: 51
5. Balangir: 85— I & PR Department, Odisha (@IPR_Odisha) September 27, 2020
22. Mayurbhanj: 149
23. Nawrangpur: 40
24. Nayagarh: 48
25. Nuapada: 114
26. Puri: 184
27. Rayagada: 48
28. Sambalpur: 117
29. Sonepur: 25
30. Sundargarh: 103
31. State Pool: 214New Recovery: 4761
Cumulative Tested: 3111766
Positive: 209374
Recovered: 170193
Active Case: 38331— I & PR Department, Odisha (@IPR_Odisha) September 27, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୪୭୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୩୭୪ କୁ ବୃଦ୍ଧି ପାଇଥିବା ବେଳେ ୧୭୦୧୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୩୮୩୩୧ ଜଣ ଚିକିତ୍ସିତ ହେଉଛନ୍ତି ।