ମୁମ୍ବାଇ(ଏଟିଆର ବ୍ୟୁରୋ): ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ସୋ ବି.ଆର ଚୋପ୍ରାଙ୍କ ଦ୍ୱାରା ପ୍ରଯୋଜିତ ପୌରାଣିକ ଧାରାବାହିକ ମହାଭାରତର ଷ୍ଟାର୍ କାଷ୍ଟକୁ ନିଜ କପିଲ ଶର୍ମା ସୋକୁ ଟେଲିକାଷ୍ଟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଅଭିନେତା ନୀତୀଶ ଭରଦ୍ୱାଜ, ପୁଣେ ଇସର, ପ୍ରଦୀପ କୁମାର, ଗଜେନ୍ଦ୍ର ଚୌହାନ , ଗୁଫି ପେଣ୍ଟାଲ ଏବଂ ଅର୍ଜୁନ ଫିରୋଜ ଖାନଙ୍କୁ ଏହି କମେଡି ସୋକୁ ସ୍ୱାଗତ କରିଛନ୍ତି କପିଲ ଶର୍ମା , ଯାହାର ବିଟିସି ସେ ସେୟାର କରିଛନ୍ତି । ଏହାକୁ ନେଇ ଦର୍ଶକେ ବହୁତ ଉତ୍ସାହିତ ଅଛନ୍ତି ଓ ସମସ୍ତେ ମହାଭାରତର ସେଇ ପୁରୁଣା ସ୍ମ୍ମୃତିକୁ ମନେପକାଇ ମନୋରଞ୍ଜନ କରିବା ପାଇଁ ମଧ୍ୟ ଚାହିଁଛନ୍ତି । କପିଲ ଶର୍ମା ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ମହାଭାରତର ଭୀମ ଏବଂ ପ୍ରଭୁ ହନୁମାନ ପଞ୍ଜାବୀ ଅଟନ୍ତି କାରଣ ଅଭିନେତାମାନେ ପଞ୍ଜାବୀ ଭାଷାରେ ଅଭିନୟ କରିଥିଲେ କିନ୍ତୁ ଏହା ପରେ ଡବିଙ୍ଗ ହୋଇଥିଲା ।ଏହା ପରେ କପିଲ ଶର୍ମା ଅନେକ ରୋଚକ ପ୍ରଶ୍ନ ମଧ୍ୟ ପଚାରି ଥିଲେ । ଯାହା ଆପଣ ଏହି ସୋ ଦେଖିଲା ପରେ ଜାଣିପାରିବେ । ତେଣୁ ମହାଭାରତର ଷ୍ଟାର କାଷ୍ଟର ଏହି ଏପିସୋଡକୁ ଦେଖିବା ପାଇଁ ଅନେକ ଦର୍ଶକ ଉତ୍ସାହିତ ବୋଲି କପିଲ ଶର୍ମା କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024