ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ତଳକୁ ଖସିଛି । ଯାହାଫଳରେ ଏବେ ତଳ ମୁହଁ କରୋନା ମିଟର । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୨୨୭୫ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୯୫୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 12th October
New Positives Cases: 2275
In quarantine: 1318
Local contacts: 957(Details of local contacts will be shared by concerned District Administration)
District Wise Cases
1. Angul: 136
2. Balasore: 111
3. Bargarh: 64
4. Bhadrak: 50
5. Balangir: 77— I & PR Department, Odisha (@IPR_Odisha) October 13, 2020
22. Mayurbhanj: 110
23. Nawarangpur: 39
24. Nayagarh: 31
25. Nuapada: 69
26. Puri: 71
27. Rayagada: 33
28. Sambalpur: 56
29. Sonepur: 50
30. Sundargarh: 150
31. State Pool: 67New Recoveries: 2577
Cumulative Tested: 3836825
Positive: 256937
Recovered: 230192
Active Cases: 25635— I & PR Department, Odisha (@IPR_Odisha) October 13, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୨୫୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୬୯୩୭ କୁ ବୃଦ୍ଧି ପାଇଥିବା ବେଳେ ୨୩୦୧୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୨୫୬୩୫ ଜଣ ଚିକିତ୍ସିତ ହେଉଛନ୍ତି ।