ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାପାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ୟୋଶିହିଦେ ସୁଗା ମନୋନିତ ହୋଇଛନ୍ତି । ପ୍ରାୟ ୮ବର୍ଷ ପରେ ସେ ଦେଶର ଜାପନର ନୂଆ ପ୍ରଧାନମନ୍ତ୍ରୀ ରୂବେ ସେ ନିର୍ବାଚିତ ହୋଇଛନ୍ତି । ସେ ଜାପାନ ସଂସଦ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ । ଜାପାନର କ୍ଷମତାସୀନ ପାର୍ଟି ନୂଆା ନେତା ନିର୍ବାଚନ ସମୟରେ ହିଁ ସୁଗାଙ୍କ ବିଜୟ ସୁନିଶ୍ଚିତ ହୋଇ ଯାଇଥିଲା ।
କ୍ଷମତାସୀନ ଦଳ ପ୍ରଧାନମନ୍ତ୍ରୀ ସିଞ୍ଜାଙ୍କ ଉତ୍ତରାଧିକାରୀ ପାଇଁ ହୋଇଥିବା ଆଭ୍ୟନ୍ତରୀଣ ମତଦାନରେ ସୁଗାଙ୍କୁ କ୍ଷତାସୀନ ଲିବରାଲ ଡେମୋକ୍ରେଟିକ୍ ଦଳରେ ୩୭୭ ଭୋଟ୍ ମିଳିଛି । ତେବେ ଅନ୍ୟ ଦୁଇ ଆଶାୟୀ ପାର୍ଥୀଙ୍କୁ ମିଳିଛି ୧୫୭ ଭୋଟ । ସ୍ବାସ୍ଥା ସମସ୍ୟା ଯୋଗୁ ସିଞ୍ଜୋ ପଦରୁ ଇସ୍ତଫା ଦେଇଥିଲେ । ଏବେ ମୁଖ୍ୟ କ୍ୟାବିନେଟ୍ ସଚିବ ଓ ସିଞ୍ଜୋକୁ ସହଯୋଗୀ ଭାବେ ପରିଚିତ ୭୧ ବର୍ଷୀୟ ସୁଗାଙ୍କ ବିଜୟ ସୁନିଶ୍ଚିତ ବୋଲି ବିଚାର ସରିଥିଲା ।
ସେପଟେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ ଯୋଗେ ୟୋଶିହିବେ ସୁଗାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି , ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ଯୋଶିହିଦ ସୁଗାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ମିଳିତ ଭାବେ ସେମାନଙ୍କର “ସ୍ୱତନ୍ତ୍ର ରଣନୀତିକ ତଥା ବିଶ୍ୱସ୍ତରୀୟ ସହଭାଗୀତା” କୁ ନୂତନ ଉଚ୍ଚତାକୁ ନେବାକୁ ଆଶା ରଖିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024