ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାପାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ୟୋଶିହିଦେ ସୁଗା ମନୋନିତ ହୋଇଛନ୍ତି । ପ୍ରାୟ ୮ବର୍ଷ ପରେ ସେ ଦେଶର ଜାପନର ନୂଆ ପ୍ରଧାନମନ୍ତ୍ରୀ ରୂବେ ସେ ନିର୍ବାଚିତ ହୋଇଛନ୍ତି । ସେ ଜାପାନ ସଂସଦ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ । ଜାପାନର କ୍ଷମତାସୀନ ପାର୍ଟି ନୂଆା ନେତା ନିର୍ବାଚନ ସମୟରେ ହିଁ ସୁଗାଙ୍କ ବିଜୟ ସୁନିଶ୍ଚିତ ହୋଇ ଯାଇଥିଲା ।
କ୍ଷମତାସୀନ ଦଳ ପ୍ରଧାନମନ୍ତ୍ରୀ ସିଞ୍ଜାଙ୍କ ଉତ୍ତରାଧିକାରୀ ପାଇଁ ହୋଇଥିବା ଆଭ୍ୟନ୍ତରୀଣ ମତଦାନରେ ସୁଗାଙ୍କୁ କ୍ଷତାସୀନ ଲିବରାଲ ଡେମୋକ୍ରେଟିକ୍ ଦଳରେ ୩୭୭ ଭୋଟ୍ ମିଳିଛି । ତେବେ ଅନ୍ୟ ଦୁଇ ଆଶାୟୀ ପାର୍ଥୀଙ୍କୁ ମିଳିଛି ୧୫୭ ଭୋଟ । ସ୍ବାସ୍ଥା ସମସ୍ୟା ଯୋଗୁ ସିଞ୍ଜୋ ପଦରୁ ଇସ୍ତଫା ଦେଇଥିଲେ । ଏବେ ମୁଖ୍ୟ କ୍ୟାବିନେଟ୍ ସଚିବ ଓ ସିଞ୍ଜୋକୁ ସହଯୋଗୀ ଭାବେ ପରିଚିତ ୭୧ ବର୍ଷୀୟ ସୁଗାଙ୍କ ବିଜୟ ସୁନିଶ୍ଚିତ ବୋଲି ବିଚାର ସରିଥିଲା ।
ସେପଟେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ ଯୋଗେ ୟୋଶିହିବେ ସୁଗାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି , ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ଯୋଶିହିଦ ସୁଗାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ମିଳିତ ଭାବେ ସେମାନଙ୍କର “ସ୍ୱତନ୍ତ୍ର ରଣନୀତିକ ତଥା ବିଶ୍ୱସ୍ତରୀୟ ସହଭାଗୀତା” କୁ ନୂତନ ଉଚ୍ଚତାକୁ ନେବାକୁ ଆଶା ରଖିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024