ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପାରାଲିସିସ୍ ଏକ ବହୁତ ବିପଦପୂର୍ଣ୍ଣ ରୋଗ । ଏହାଦ୍ୱାରା ମଣିଷ ଚାଲିବା ତ ଦୂର କଥା କଥା ବି କହିପାରେନି । ସେଥିପାଇଁ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ । ମାତ୍ର ଏହାର ଚିକିତ୍ସା ଆପଣ ଘରୋଇ ଉପଚାର ଦ୍ୱାରା ବି କରି ପାରିବେ । ତେବେ ଆସନ୍ତୁ ଜାଣିବା ପାରାଲିସିସ୍ ରୁ ମୁକ୍ତି ପାଇବାର କିଛି ଘରୋଇ ଉପାୟ ।
- ଗୋଟେ ଚାମଚ ଗୋଲମରିଚ ଗୁଣ୍ଡରେ ତିନି ଚାମଚ ଦେଶୀ ଘିଅ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ପାରାଲିସିସ୍ ହୋଇଥିବା ଅଙ୍ଗରେ ମାଲିସ୍ କରନ୍ତୁ । ଏଭଳି କରିବା ଦ୍ୱାରା ବହୁତ ଶୀଘ୍ର ପାରାଲିସିସ୍ ସମସ୍ୟା ଦୂର ହୋଇଥାଏ ।
- ଯଦି ଆପଣ ନିୟମିତ କଲରା ଜୁସ୍ ବା କଲରା ତରକାରୀ ସେବନ କରିବେ ତେବେ ପାରାଲିସିସ୍ ରେ ପ୍ରଭାବିତ ହୋଇଥିବା ଅଙ୍ଗରେ ସୁଧାର ଆସିବ ।
- ପିଆଜ ରସ ସେବନ କରିବା ଦ୍ୱାରା ବହୁତ ଶୀଘ୍ର ପାରାଲିସିସ୍ ଭଲ ହୋଇଯାଇଥାଏ ।
- ପ୍ରତିଦିନ ୪ ରୁ ୬ କୁଲା ରସୁଣ ପେଷ୍ଟ କରି ସେଥିରେ ବଟର ମିଶାଇ ଖାଆନ୍ତୁ ।
- ତୁଳସୀ ପତ୍ର , ଦହି ଏବଂ ଲୁଣ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ପାରାଲିସିସ୍ ଅଙ୍ଗରେ ମାଲିସ୍ କରନ୍ତୁ । ଏଭଳି କରିବା ଦ୍ୱାରା ପାରାଲିସିସ୍ ଭଲ ହୋଇଯାଇଥାଏ ।
- ଗରମ ପାଣିରେ ତୁଳସୀ ପତ୍ର ଫୁଟାଇ ସେହି ଗରମ ବାମ୍ଫକୁ ପାରାଲିସିସ୍ ସ୍ଥାନରେ ଦିଅନ୍ତୁ । ଏହାଦ୍ୱାରା ପାରାଲିସିସ୍ ରୋଗ ଭଲ ହୋଇ ଯାଇଥାଏ ।