ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି ଆପଣ ଆପଣଙ୍କ ସାଥୀଙ୍କୁ ଦେଖିଲା ପରେ ତାଙ୍କ ପ୍ରତି ଆକୃଷ୍ଟ ହେଉଛନ୍ତି ଏବଂ ତାଙ୍କ ସହ ଶରିରୀକ ସଂପର୍କ ରଖିବାକୁ ଚାହୁଁଛନ୍ତି । ତେବେ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଏହା ସହିତ ବୈଜ୍ଞାନିକ ସମ୍ବନ୍ଧ ରହିଛି । କାରଣ ଜୀବନରେ ନିଶ୍ୱାସ ନେବା ଯେତିକି ଜରୁରୀ ଠିକ୍ ସେହିଭଳି ଶାରିରୀକ ସଂପର୍କରେ ଯୋଡି ହେବା ।
– ଯେଉଁ ବ୍ୟକ୍ତି ନିୟମିତ ଧ୍ୟାନ କରିଥାନ୍ତି ସେମାନେ ରୋମାନ୍ସକୁ ଅଧିକ ଉପଭୋଗ କରିଥାନ୍ତି ।
– ଯଦି ଆପଣ ରୋମାନ୍ସ ଦ୍ୱାରା ଆପଣଙ୍କ ପତ୍ନୀକୁ ଖୁସି ରଖିବାକୁ ଚାହୁଁଛନ୍ତି ,ତେବେ ସମ୍ଭୋଗ(ସେକ୍ସ) ପରେ ଆପଣଙ୍କୁ ପତ୍ନୀଙ୍କୁ କାନ୍ଧରେ ପକାଇ ଶୁଆଇବାକୁ ବିଲକୁଲ ଭୁଲନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ପ୍ରତି ପତ୍ନୀଙ୍କ ଭଲ ପାଇବା ବଢି ଥାଏ ।
– ୟୁନିଭରସିଟି ଅଫ କାଲିଫୋର୍ନିଆର ରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଲା ଯେ, ଯେତେବେଳେ ବ୍ୟକ୍ତି ପ୍ରଥମ ଥର ପାଇଁ ଯୌନ ସମ୍ବନ୍ଧ ରଖିବାକୁ ଚାହାନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଅତ୍ୟଧିକ ରୋମାନ୍ସ କରିବାର ଇଚ୍ଛା ବୃଦ୍ଧି ହୋଇଥାଏ ।
– ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିନା ବ୍ୟାୟାମରେ ଓଜନ ମାତ୍ରା ହ୍ରାସ ହୋଇ ପାରିବ । କାରଣ ଜଣେ ପୁରୁଷ ସମ୍ଭୋଗ(ସେକ୍ସ) କରି ୧ ମିନିଟ୍ ରେ ପାଖାପାଖି ୪.୨ କ୍ୟାଲୋରୀ ଏବଂ ମହିଳା ୩.୧ କ୍ୟଲୋରୀ ହ୍ରାସ କରି ପାରିବେ ।