ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପାଇଁ ଭିଟାମିନ୍ ବହୁତ ଜରୁରୀ ହୋଇଥାଏ । ଭିଟାମିନ୍ ଏ ଅଭାବରୁ ତ୍ୱଚା,କେଶ ଏବଂ ଆଖି ସମ୍ବନ୍ଧୀୟ ରୋଗ ଆରମ୍ଭ ହୋଇଥାଏ ।
– ଯଦି ଆପଣଙ୍କର ଅଧିକ ବୟସ ହେବା ପୂର୍ବରୁ କେଶ ଝଡୁଥାଏ ତେବେ ଏହାର ଅର୍ଥ ଭିଟାମିନ୍ ଏ ଅଭାବ ।
– ଆଖି ଖୁଞ୍ଚି ହେବା ଏବଂ ଦୃଷ୍ଟି ଶକ୍ତି କମ ହେବା ଆଦି ଭିଟାମିନ୍ ଏ ର ଲକ୍ଷଣ ।
– ଯେଉଁ ବ୍ୟକ୍ତିଙ୍କର ସବୁବେଳେ ଥଣ୍ଡା, ଜ୍ୱର , କାଶ ଲାଗି ରହିଥାଏ ସେମାନଙ୍କୁ ଭିଟାମିନ୍ ଏ ର ଅଭାବ ହୋଇପାରେ ।
– ଯଦି ଆପଣ ସାମାନ୍ୟ ଚାଲିବୁଲି ଗଲେ ଥକି ଯାଉଛନ୍ତି ଏହାର ମୁଖ୍ୟ କାରଣ ହେଉଛି ଭିଟାମିନ୍ ଏ ଅଭାବ ।