ହସୁଛି ଦେଖ ମୋ ଗାଆଁ ATRNEWS BUREAU 08 Dec 2019 LITREATURE, ODISHA Leave a comment କୁଆଁରୀ କାକର ଦେହ ଭିଯାଉଛି ମହ ମାହ ବାସେ ବାଆ ଶୀତ ସକାଳର ଶୀତୁଆ ପରଶ କେଡେ ମନୋଲୋଭା ଆହା ।। ସୂରୁଜ ହସୁଛି ମୁରୁଜ ବିଞ୍ଚୁଛି ଦେଖାଉଛି ନୂଆ ରାହା ସକାଳ ପହରୁ ଖିଲିଖିଲି ହୋଇ ହସୁଛି ଦେଖ ମୋ ଗାଆଁ… ହସୁଛି ଦେଖ ମୋ ଗାଆଁ.. ପ୍ରଶନ୍ନଜିତ ସାହୁ ନାଉଗାଁ, ଜଗତସିଂହପୁର #AtrNews #Odisha #OdiaPoet 2019-12-08 ATRNEWS BUREAU Tags #AtrNews #Odisha #OdiaPoet