ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ୱାନପ୍ଲସ କମ୍ପାନୀ ତାର ନୂତନ ୱାନପ୍ଲସ ୧୧ ଏବଂ ୱାନପ୍ଲସ ୧୧ଆର ଲଞ୍ଚ କରିଛି । ତେବେ କଣ ରହିଛି ଏହି ଫୋନା ସ୍ପେଷିଫିକେସନ ଏବଂ ଦାମ୍ ଆସନ୍ତୁ ଜାଣିବା ।
ୱାନପ୍ଲସ ୧୧:
ପ୍ରୋସେସର- ସ୍ନାପଡ୍ରାଗନ ୮ ଜେନ୍ ୨
ରିଫ୍ରେଶ ରେଟ୍- ୧୨୦ ଏଚଜେଡ
ଡିସପ୍ଲେ- ୬.୭ ଇଂଚ ଏମୋଲେଡ ସ୍କ୍ରିନ, ୨କେ ରିଜ୍ୟୁଲେସନ
ଋିୟର କ୍ୟାମେରା- ଓଆଇଏସ ସହିତ ୫୦ଏମପି ସୋନୀ ଆଇଏମଏକ୍ସ୮୯୦ କ୍ୟାମେରା ସେଂସର, ୪୮ଏମପି ସୋନୀଆଇଏମଏକ୍ସ୫୮୧ ଅଲ୍ଟ୍ରାୱାଇଡ କ୍ୟାମେରା ଏବଂ ୩୨ଏମପି ସୋନୀ ଆଇଏମଏକ୍ସ୭୦୯ ଟେଲିଫଟୋ ଲେନ୍ସ । ୧୬ଏମପି ର ଫ୍ରଣ୍ଟ କ୍ୟାମରା ।
ବ୍ୟାଟେରୀ- ୫୦୦୦ଏମଏଏଚ
ର୍ୟାମ ଏବଂ ଷ୍ଟୋରେଜ ମାମଲାରେ ଫୋନରେ ୧୨ଜିବି ବା ୧୬ ଜିବି ଯାଏଁ ର୍ୟାମ ଦିଆଯାଇଛି । ଏହାସହିତ ୧୨୮ ଜିବି ରୁ ୫୧୨ ଜିବି ଯାଏଁ ଷ୍ଟୋରେଜ ରହିଛି ।
ୱାନପ୍ଲସ ୧୧ ୫ଜି କୁ ଦୁଇଟି ଅପ୍ସନରେ ଲଞ୍ଚ କରାଯାଇଛି । ଏଥିରୁ ୮ଜିବି ର୍ୟାମ ଏବଂ ୧୨୮ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟ ର ଦାମ୍ ୫୬,୯୯୯ ଟଙ୍କା । ସେହିପରି ୧୬ଜିବି ର୍ୟାମ ଏବଂ ୨୫୬ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୬୧,୯୯୯ ଟଙ୍କା ।
ୱାନପ୍ଲସ ୧୧ଆର ୫ଜି:
ପ୍ରୋସେସର- କ୍ୱାଲକମ ସ୍ନାପଡ୍ରାଗନ ୮ + ଜେନ୍ ୧ ଚିପସେଟ୍
ର୍ୟାମ/ଷ୍ଟୋରେଜ୍- ୮/୧୨୮ଜିବି ଏବଂ ୧୬/୫୧୨ଜିବି
ଡିସପ୍ଲେ- କ୍ୱର୍ଡ ଏମୋଲେଡ ଡିସପ୍ଲେ
ଋିୟର କ୍ୟାମେରା- ୫୦ଏମପି ର ମେନ୍ ସେଂସର
ଫ୍ରଣ୍ଟ କ୍ୟାମେରା- ୧୬ଏମପି
ବ୍ୟାଟେରୀ- ୫୦୦୦ଏମଏଏଚ
ୱାନପ୍ଲସ ୧୧ଆର ୫ଜି କୁ ମଧ୍ୟ ଦୁଇଟି ଷ୍ଟୋରେଜ ଅପ୍ସନରେ ଲଞ୍ଚ କରାଯାଇଛି । ଏହାର ୮ଜିବି ର୍ୟାମ ଏବଂ୧୨୮ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୩୯୯୯୯ ଟଙ୍କା ହୋଇଥିବା ବେଳେ ୧୬ ଜିବି ର୍ୟାମ ଏବଂ ୨୫୬ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୪୪,୯୯୯ ଟଙ୍କା ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024