ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ୱାନପ୍ଲସ କମ୍ପାନୀ ତାର ନୂତନ ୱାନପ୍ଲସ ୧୧ ଏବଂ ୱାନପ୍ଲସ ୧୧ଆର ଲଞ୍ଚ କରିଛି । ତେବେ କଣ ରହିଛି ଏହି ଫୋନା ସ୍ପେଷିଫିକେସନ ଏବଂ ଦାମ୍ ଆସନ୍ତୁ ଜାଣିବା ।
ୱାନପ୍ଲସ ୧୧:
ପ୍ରୋସେସର- ସ୍ନାପଡ୍ରାଗନ ୮ ଜେନ୍ ୨
ରିଫ୍ରେଶ ରେଟ୍- ୧୨୦ ଏଚଜେଡ
ଡିସପ୍ଲେ- ୬.୭ ଇଂଚ ଏମୋଲେଡ ସ୍କ୍ରିନ, ୨କେ ରିଜ୍ୟୁଲେସନ
ଋିୟର କ୍ୟାମେରା- ଓଆଇଏସ ସହିତ ୫୦ଏମପି ସୋନୀ ଆଇଏମଏକ୍ସ୮୯୦ କ୍ୟାମେରା ସେଂସର, ୪୮ଏମପି ସୋନୀଆଇଏମଏକ୍ସ୫୮୧ ଅଲ୍ଟ୍ରାୱାଇଡ କ୍ୟାମେରା ଏବଂ ୩୨ଏମପି ସୋନୀ ଆଇଏମଏକ୍ସ୭୦୯ ଟେଲିଫଟୋ ଲେନ୍ସ । ୧୬ଏମପି ର ଫ୍ରଣ୍ଟ କ୍ୟାମରା ।
ବ୍ୟାଟେରୀ- ୫୦୦୦ଏମଏଏଚ
ର୍ୟାମ ଏବଂ ଷ୍ଟୋରେଜ ମାମଲାରେ ଫୋନରେ ୧୨ଜିବି ବା ୧୬ ଜିବି ଯାଏଁ ର୍ୟାମ ଦିଆଯାଇଛି । ଏହାସହିତ ୧୨୮ ଜିବି ରୁ ୫୧୨ ଜିବି ଯାଏଁ ଷ୍ଟୋରେଜ ରହିଛି ।
ୱାନପ୍ଲସ ୧୧ ୫ଜି କୁ ଦୁଇଟି ଅପ୍ସନରେ ଲଞ୍ଚ କରାଯାଇଛି । ଏଥିରୁ ୮ଜିବି ର୍ୟାମ ଏବଂ ୧୨୮ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟ ର ଦାମ୍ ୫୬,୯୯୯ ଟଙ୍କା । ସେହିପରି ୧୬ଜିବି ର୍ୟାମ ଏବଂ ୨୫୬ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୬୧,୯୯୯ ଟଙ୍କା ।
ୱାନପ୍ଲସ ୧୧ଆର ୫ଜି:
ପ୍ରୋସେସର- କ୍ୱାଲକମ ସ୍ନାପଡ୍ରାଗନ ୮ + ଜେନ୍ ୧ ଚିପସେଟ୍
ର୍ୟାମ/ଷ୍ଟୋରେଜ୍- ୮/୧୨୮ଜିବି ଏବଂ ୧୬/୫୧୨ଜିବି
ଡିସପ୍ଲେ- କ୍ୱର୍ଡ ଏମୋଲେଡ ଡିସପ୍ଲେ
ଋିୟର କ୍ୟାମେରା- ୫୦ଏମପି ର ମେନ୍ ସେଂସର
ଫ୍ରଣ୍ଟ କ୍ୟାମେରା- ୧୬ଏମପି
ବ୍ୟାଟେରୀ- ୫୦୦୦ଏମଏଏଚ
ୱାନପ୍ଲସ ୧୧ଆର ୫ଜି କୁ ମଧ୍ୟ ଦୁଇଟି ଷ୍ଟୋରେଜ ଅପ୍ସନରେ ଲଞ୍ଚ କରାଯାଇଛି । ଏହାର ୮ଜିବି ର୍ୟାମ ଏବଂ୧୨୮ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୩୯୯୯୯ ଟଙ୍କା ହୋଇଥିବା ବେଳେ ୧୬ ଜିବି ର୍ୟାମ ଏବଂ ୨୫୬ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୪୪,୯୯୯ ଟଙ୍କା ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024