ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ବଢିଛି ସୁନା ଦାମ । ଯାହାର କାରଣ ହେଉଛି ଦେଶର ଅର୍ଥନୈତିକ ଅବସ୍ଥାରେ ଅସ୍ଥିରତା । ସୁନା ଓ ରୂପା ଦାମ ଗତ ଦୁଇ ଦିନ ହେଲା କମି ଥିଲା କିନ୍ତୁ ଶୁକ୍ରବାର ଦିନ ଥମି ଯାଇଛି । ଶୁକ୍ରବାର ଦିନ ସାରା ଦେଶରେ ୨୪ କ୍ୟାରେଟ ସୁନା ମୂଲ୍ୟ ୫୧ ହଜାରରୁ ବୃଦ୍ଧି ପାଇଛି କିନ୍ତୁ ରୂପା ମୂଲ୍ୟ ବୃଦ୍ଧି ପାଇନାହିଁ । ଗୁରୁବାର ତୁଳନାରେ ଶୁକ୍ରବାର ଦିନ ସୁନା ୧୦ ଗ୍ରାମ ପ୍ରତି ୧୬୫ ଟଙ୍କା ମହଙ୍ଗା ହୋଇ ୫୧ ହଜାର ୯୨ ଟଙ୍କାରେ ପହଞ୍ଚିଛି । ରୂପା କିଲୋ ପ୍ରତି ୮୫୯ ଟଙ୍କା ହୋଇ ୬୩ ହଜାର ୫୩୪ ଟଙ୍କା ହୋଇଛି । ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନର ୱେବସାଇଟ ((ibjarates.com)) ଅନୁସାରେ, ସେପ୍ଟେମ୍ବର ୪ ତାରିଖରେ ସାରା ଦେଶରେ ସୁନା ଓ ରୂପା ଦାମକୁ ଦର୍ଶା ଯାଇଛି । ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ ଦିଲ୍ଲୀର ମିଡ଼ିଆ ପ୍ରଭାରୀ ରାଜେଶ ଖୋସଲା କହିଛନ୍ତି ଯେ, IBJA ଦେଶର ୧୪ କେନ୍ଦ୍ରରୁ ସୁନା ରୂପାର କରେଣ୍ଟ ମୂଲ୍ୟ ଅନୁସାରେ ହାରାହାରି ମୂଲ୍ୟ ଦର୍ଶାଇଥାଏ । ସେ କହିଛନ୍ତି ସୁନା ମୂଲ୍ୟ ସବୁ ସ୍ଥାନରେ ସମାନ ରହିବ ଓ ରୂପାର ମୂଲ୍ୟ କିଛି ସ୍ଥାନରେ ପରିବର୍ତ୍ତିତ ରହିବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024