ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପେଟ୍ରୋଲ ଓ ଡିଜେଲକୁ ନେଇ ସୋମବାର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ କହିଛନ୍ତି କି, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧିନରେ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ରସରକାର । କିନ୍ତୁ ଏହା ଉପରେ ରାଜ୍ୟ ଗୁଡିକର ସହମତି ଜରୁରୀ ।
କେନ୍ଦ୍ର ମନ୍ତ୍ରୀଙ୍କ ଏହି ବୟାନ ଉପରେ ଅଧିକାଂଶ ଲୋକ ଖୁସୀ ଅଛନ୍ତି । କାରଣ ଯଦି ପେଟ୍ରୋଲ ଜିଏସଠି ଅଧିନକୁ ଆସିଯାଏ ତେବେ ଶସ୍ତା ହୋଇପାରେ ପେଟ୍ରୋଲ ।