ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପବନ ପୁତ୍ର ହନୁମାନଙ୍କୁ ପୂଜା ପାଇଁ ଉତ୍ତମ ହେଉଛି ମଙ୍ଗଳବାର । ଏହିଦିନ ପୂଜା କରିବା ଏବଂ ବ୍ରତ ରଖିବା ଦ୍ୱାରା ଖୁବ୍ ଶୀଘ୍ର ସଙ୍କଟ ମୋଚନ ପ୍ରସନ୍ନ ହୋଇଥାନ୍ତି । ଏହାସହିତ ଭକ୍ତଙ୍କ ସମସ୍ତ ସଙ୍କଟ ଦୂର କରିଥାନ୍ତି ।
ବ୍ରତ ଓ ପୂଜା ବ୍ୟତିତ ହନୁମାନଙ୍କର କିଛି ମନ୍ତ୍ର ରହିଛି ଯାହାକୁ ଆପଣ ଜପିବା ଦ୍ୱାରା ଭୟ, ସଙ୍କଟ ଓ ଶତୃ ନାଶ ହୋଇଥାନ୍ତି ।
– । । ଓମ୍ ହଂ ହନୁମତେ ରୁଦ୍ରାତ୍ମକାୟ ହୁଂ ଫଟ୍ । ।
– । । ଓମ୍ ହଂ ହନୁମତେ ନମଃ । ।
– । । ଓମ୍ ନମୋ ଭଗବତେ ହନୁମତେ ନମଃ । ।
– । । ମନୋଜବଂ ମାରୁତତୁଲ୍ୟବେଗଂ ଜିତେନ୍ଦ୍ରୀୟଂ ବୃଦ୍ଧିମତାଂ ବରିଷ୍ଠମ ।
ବାତାତ୍ମଜଂ ବାନରୟୁଥମୁଖ୍ୟଂ,ଶ୍ରୀରାମଦୁତଂ ଶରଣଂ ପ୍ରପଦେ୍ଧ । ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024