ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କିଛି ଦିନ ପୂର୍ବରୁ ସୂଚନା ମିଳିଥିଲା , ଭାରତେ ବନ୍ଦ ହେବ ଆମେରିକୀୟ ବ୍ରାଣ୍ଡ୍ Harley-Davidson ବାଇକ୍ । ତେଣୁ ଆଜିଠାରୁ ଏହାର ପ୍ରଡକ୍ଟ ଓ ସେଲ୍ ବନ୍ଦ ହୋଇଛି। ନିଜ କାରବାରର ନୂତନ ଭାବେ ଆରମ୍ଭ କରିବା ପାଇଁ Harley-Davidson କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି।
ଯେଉଁ ଦେଶରେ ଏହି ବ୍ରାଣ୍ଡ୍ର ବାଇକ୍ ଅଧିକ ବିକ୍ରି ହେଉଛି, ସେହି ଦେଶରେ ଏହାର କାରବାରକୁ ବଢ଼ାଇବା ଲାଗି କମ୍ପାନୀ ଗୁରୁତ୍ୱ ଦେଉଛି। ତେବେ ଏହି ବାଇକର ଭାରତରେ ସେଲ ଭଲ ହୋଇ ନଥିବାରୁ ଏପରି ନିଷ୍ପତି ନେଇଛି କମ୍ପାନୀ । ତା ସହିତ ଯେଉଁ ଦେଶରେ ଏହି ବ୍ରାଣ୍ଡ୍ର ଚାହିଦା ନାହିଁ ସେସବୁ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। । ଏନେଇ କମ୍ପାନୀ ପକ୍ଷରୁ ବିବୃତି ଜାରି କରି ସ୍ପଷ୍ଟ କରାଯାଇଛି। ଏହାସହ ଐବକ୍ସକ୍ଷରଚ୍ଚ-ଊବଙ୍ଖସୟଗ୍ଦକ୍ଟଦ୍ଭ ଏହାର ପ୍ରଡକ୍ଟ ଓ ସେଲ୍ ଭାରତରେ ବନ୍ଦ କରିଛି। ଏହାର ହରିଆଣାର ବଓ୍ୱାଲରେ ଥିବା ଏକ ପ୍ଲାଣ୍ଟକୁ ବନ୍ଦ କରାଯିବା ସହ ଗୁଡଗାଓଁରେ ଅଳ୍ପ କର୍ମଚାରୀଙ୍କୁ ନେଇ ଅଫିସ ଚାଲିଥିବା ଜଣାପଡ଼ିଛି। ତେବେ ପୂର୍ବରୁ ବିକ୍ରି ହୋଇଥିବା ଗାଡ଼ିକୁ ସର୍ଭିସ ଯୋଗାଇଦେବାକୁ କମ୍ପାନୀ ସମସ୍ତ ପ୍ରକାରର ବ୍ୟବସ୍ଥା କରିବା ସହ ଗ୍ରାହକଙ୍କୁ ଏସମ୍ପର୍କରେ ଜଣାଇ ଦିଆଯାଉଥିବା କୁହାଯାଇଛି। ଯେଉଁମାନେ ଆଗରୁ ଏହି ହାର୍ଲେ ଗାଡି କିଣିଛନ୍ତି , ତାଙ୍କ ପାଇଁ ଭାରମତରେ ଗାଡିର ସୁରକ୍ଷା ପାଇଁ ସବୁ ପ୍ରକାଲ ସେବା ପ୍ରଦାନ କରାଯିବ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024