ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କିଛି ଦିନ ପୂର୍ବରୁ ସୂଚନା ମିଳିଥିଲା , ଭାରତେ ବନ୍ଦ ହେବ ଆମେରିକୀୟ ବ୍ରାଣ୍ଡ୍ Harley-Davidson ବାଇକ୍ । ତେଣୁ ଆଜିଠାରୁ ଏହାର ପ୍ରଡକ୍ଟ ଓ ସେଲ୍ ବନ୍ଦ ହୋଇଛି। ନିଜ କାରବାରର ନୂତନ ଭାବେ ଆରମ୍ଭ କରିବା ପାଇଁ Harley-Davidson କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି।
ଯେଉଁ ଦେଶରେ ଏହି ବ୍ରାଣ୍ଡ୍ର ବାଇକ୍ ଅଧିକ ବିକ୍ରି ହେଉଛି, ସେହି ଦେଶରେ ଏହାର କାରବାରକୁ ବଢ଼ାଇବା ଲାଗି କମ୍ପାନୀ ଗୁରୁତ୍ୱ ଦେଉଛି। ତେବେ ଏହି ବାଇକର ଭାରତରେ ସେଲ ଭଲ ହୋଇ ନଥିବାରୁ ଏପରି ନିଷ୍ପତି ନେଇଛି କମ୍ପାନୀ । ତା ସହିତ ଯେଉଁ ଦେଶରେ ଏହି ବ୍ରାଣ୍ଡ୍ର ଚାହିଦା ନାହିଁ ସେସବୁ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। । ଏନେଇ କମ୍ପାନୀ ପକ୍ଷରୁ ବିବୃତି ଜାରି କରି ସ୍ପଷ୍ଟ କରାଯାଇଛି। ଏହାସହ ଐବକ୍ସକ୍ଷରଚ୍ଚ-ଊବଙ୍ଖସୟଗ୍ଦକ୍ଟଦ୍ଭ ଏହାର ପ୍ରଡକ୍ଟ ଓ ସେଲ୍ ଭାରତରେ ବନ୍ଦ କରିଛି। ଏହାର ହରିଆଣାର ବଓ୍ୱାଲରେ ଥିବା ଏକ ପ୍ଲାଣ୍ଟକୁ ବନ୍ଦ କରାଯିବା ସହ ଗୁଡଗାଓଁରେ ଅଳ୍ପ କର୍ମଚାରୀଙ୍କୁ ନେଇ ଅଫିସ ଚାଲିଥିବା ଜଣାପଡ଼ିଛି। ତେବେ ପୂର୍ବରୁ ବିକ୍ରି ହୋଇଥିବା ଗାଡ଼ିକୁ ସର୍ଭିସ ଯୋଗାଇଦେବାକୁ କମ୍ପାନୀ ସମସ୍ତ ପ୍ରକାରର ବ୍ୟବସ୍ଥା କରିବା ସହ ଗ୍ରାହକଙ୍କୁ ଏସମ୍ପର୍କରେ ଜଣାଇ ଦିଆଯାଉଥିବା କୁହାଯାଇଛି। ଯେଉଁମାନେ ଆଗରୁ ଏହି ହାର୍ଲେ ଗାଡି କିଣିଛନ୍ତି , ତାଙ୍କ ପାଇଁ ଭାରମତରେ ଗାଡିର ସୁରକ୍ଷା ପାଇଁ ସବୁ ପ୍ରକାଲ ସେବା ପ୍ରଦାନ କରାଯିବ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024