ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ରାଜ୍ୟ ନୁହେଁ ଦେଶରେ ମଧ୍ୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ସମସ୍ତଙ୍କୁ ପଛରେ ପକାଇ ‘ମୁଡ୍ ଅଫ୍ ଦି ନେସନ’ ସର୍ଭେ ରିପୋର୍ଟ ରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ସର୍ଭେ ରିପୋର୍ଟ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଥିବା ବେଳେ ତୃତୀୟ ସ୍ଥାନରେ ଅଛନ୍ତି ହିମନ୍ତ ବିଶ୍ପ ଶର୍ମା ।
ଏଥିରେ ନବୀନ ପଟ୍ଟନାୟକଙ୍କୁ ୫୨.୭% , ଯୋଗୀଙ୍କୁ ୫୧.୩% ଏବଂ ହିମନ୍ତଙ୍କୁ ୪୮.୬% ରେଟିଂ ମିଳିଛି ।