ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁପିଏସସି ସିଭିଲ ସର୍ଭିଲ ପରୀକ୍ଷା ୨୦୨୩ ଇଣ୍ଟରଭ୍ୟୁ ଏବଂ ପର୍ସନାଲିଟି ଟେଷ୍ଟ ପାଇଁ ତାରିଖ ଘୋଷଣା ହୋଇଛି । ୟୁପିଏସସି ମୁଖ୍ୟ ପରୀକ୍ଷା ୨୦୨୩ରେ ଫେଜ ୩ ପିଟି ପରୀକ୍ଷା ୧୮ ମାର୍ଚ୍ଚରୁ ୯ ଏପ୍ରିଲ ମଧ୍ୟରେ ହେବ ।
ସେହିପରି ପିଟି ରାଉଣ୍ଡରେ ପରୀକ୍ଷା ପାଇଁ ୮୧୭ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇଛି ।