ମୁମ୍ବାଇ ( ଏଟିଆର ବ୍ୟୁରୋ); ସଳମାନ ଖାନ ଓ କ୍ୟାଟରିନା କୈଫଙ୍କ ବହୁ ପ୍ରତିକ୍ଷିତ ସିନେମା “ଭାରତ’’ ଆଜି ଇଦ ଅବସରରେ ମୁକ୍ତିଲାଭ କଲା ଭାରତ । ଏହି ଅବସରରେ ସିନେମାର ସ୍କ୍ରିିନିଂ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି । ଯେଉଁ ପ୍ରଯୋଜନା ସସ୍ଥା ସହିତ ଜଡିତ ବ୍ୟକ୍ତି ବିଶେଷଙ୍କ ସମେତ ସିନେ ସମୀକ୍ଷକ ମଧ୍ୟ ଉପସ୍ଥିତ ରହିଥିଲେ । ସିନେ ସମୀକ୍ଷକ ତରଣ ଆଦର୍ଶ ନିନେମା ଦେଖି ସାରିବା ପରେ ପ୍ରିତିକ୍ରିୟାରେ ଜଣାଇଛନ୍ତି ସିନେମାଟି ବହୁତ ହୃଦୟସ୍ପର୍ଶୀ ହୋଇଛି ।
#OneWordReview…#Bharat: SMASH-HIT.
Rating: ⭐️⭐️⭐️⭐️
An emotional journey that wins you over… Salman is the lifeline. He’s exceptional… Katrina excels… Ali Abbas Zafar blends humour + emotions wonderfully… Slight trimming needed… Get ready for #Salmania. #BharatReview pic.twitter.com/FVMFYZf9y0— taran adarsh (@taran_adarsh) June 4, 2019
ଯେଉଁଥିରେ ଗୋଟେ ଜୀବନର ଯାତ୍ରାକୁ ଦେଖିବାକୁ ମିଳିଛି । ସେହିଭଳି ସିମେମାଟିରେ ଜିବନ ବିନ୍ଦୁ ରହିଛନ୍ତି ସଲମାନ ଖାନ । ପୁରା କାହାଣୀଟି ତାଙ୍କ କାନ୍ଧରେ ରଖାଯାଇଛି । ସେହିଭଳି କ୍ୟାଟରିନା କୈଫଙ୍କ ଅଭିନୟକୁ ମଧ୍ୟ ଖୁବ ପ୍ରସଂଶା କରିଛନ୍ତି ତରଣ । ଏନେଇ ତରଣ ଟ୍ୱିଟ କରି ସିନେମାଟି ସୁପର ହିଟ ହେବ ବୋଲି ଜଣାଇଛନ୍ତି ।
My dream is coming true finally after watching @BeingSalmanKhan movie in different theatre,I just started my own theatre and this is 1st @BeingSalmanKhan movie in my theatre,,,, Sleepless nights #bharat #BharatThisEid #BharatReview @aliabbaszafar
— AKASH vaity (@BEINGAKASHVAITY) June 4, 2019
ସେହଭଳି ସୋଶାଲ ମିଡିଆରେ ମଧ୍ୟ କିଛି ଲୋକ ସିନେମାର ପ୍ରେସ ସ୍କ୍ରିନିଂ ହୋଇନାହିଁ ବୋଲି ମତ ରଖିଛନ୍ତି । ଏନେଇ ମଧ୍ୟ ଟ୍ୱିଟ କରିଛନ୍ତି । ଫିଲ୍ମିର ପ୍ରକୃତ ରିଭ୍ୟୁ ସିନୋର ଫାଷ୍ଟ ସୋ ପରେ ଜଣା ପଡିବ ବୋଲୀ ମତ ପ୍ରକାଶ ପାଇଛି । ଏମିତି କି ତରଣ ଆଦର୍ଶ ସିମୋ ନ ଦେଖି ଦେଇଥିବା ରିଭ୍ୟୁ କୁ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି
Exclusive : Ab mujhe gaali mat Dena
The second half of #Bharat is not up to the mark
As of reports : second half is Quite Dull.
Unnecessary songs and screenplay is quite stretched too#Bharatreview.
— Alankar singh (@alankar6427) June 4, 2019