ମୁମ୍ବାଇ(ଏଟିଆର ବ୍ୟୁରୋ): ମୁମ୍ବାଇ ସ୍ଥିତ ଥିବା କଙ୍ଗନାଙ୍କ ଅଫିସ ବିଏମସି ଦ୍ୱାରା ଭଙ୍ଗାହବୋ ପରେ କଙ୍ଗନା ରାଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଏହା ମଧ୍ୟରେ କଙ୍ଗନାଙ୍କ ୪୮ କୋଟିର ଅଫିସ ଭାଙ୍ଗିବା ନେଇ ଆନେକ ଆଡୁ ମହା ସରକାରଙ୍କୁ ନିନ୍ଦା କରାଯାଉଛି । ତେବେ ନିତା ଅମ୍ବାନୀ ମଧ୍ୟ ଏନେଇ କଙ୍ଗନାଙ୍କୁ ସପୋର୍ଟ କରିଥିଲେ ଏହା ଭିତରେ ମିତା ଅମ୍ବାନୀ କଙ୍ଗନାଙ୍କ ଅଫିସ ପାଇଁ ୨୦୦ କୋଟି ଟଙ୍କା ଦେବା ନେଇ ଖବର ଭାଇରାଲ ହୋଇଛି । କିନ୍ତୁ ଏହାକୁ ଖଣ୍ଡନ କରିଛି ରିଲାଏନ୍ସ ଅମ୍ପାନୀ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024