ଭୁବନେଶ୍ବର,୧୧ା୨: ନବିନଙ୍କୁ ଅଣ୍ଡାମାଡ ା ସବୁବେଳେ ଖସିଯାଉଥିଲେ। ଏଥରକ କିନ୍ତୁ ଫସିଗଲେ। ମାଳମାଳ ପୁଲିସ ଆଗରେ ହିଂ ହେଲା ଅଣ୍ଡାମାଡ। ତାହାପୁଣି ସିଧା ମୁହଂକୁ।
କୁନ୍ଦୁଲି ଘଟଣାରେ ଯେତେବେଳେ ଶିଶୁଭବନ ଛକରେ ଧଶେଇ ପଶିଥିଲା ଠିକ ସେହି ସମୟରେ ନବିନଙ୍କୁ ହୋଇଥିଲା ଅଣ୍ଡାମାଡ। କେବଳ ନବିନ ନୁହନ୍ତି ଅଣ୍ଡାମାଡରୁ ପୁଲିସ ବି ବାଦ୍ ପଡିନଥିଲା।
ଅଣ୍ଡାମାଡରେ ଜଣେ ଏସିପି ପୂରା ଗାଧୋଇ ପଡିଥିଲେ। ଏହି ଘଟଣାକୁ ନେଇ ସବୁଠି ଆଲୋଚନା ଜୋର ଧରିଥିଲା। ତେବେ ଅଣ୍ଡାମାଡ ହୋଇଥିବା ଏହି ନବିନ ଆଉ କେହି ନୁହଂ ଜଣେ ସାମ୍ବାଦିକ।