ମାଲକାନାଗିରି (ଏଟିଆର ବ୍ୟୁରୋ ) ; ପୋଲ ଓପରେ ୪ ଫୁଟର ବନ୍ୟା ପାଣି । ଉଭୟ ପାଶ୍ୱ ରେ ନିଜ ଗାଡିଧରି ଅପେକ୍ଷା କରି ରହିଛନ୍ତି ଲୋକେ । ମାଲକାନାଗିରି ଜିଲ୍ଲାର ପାଙ୍ଗାମା ନଦୀ ପୋଲ ଉପରେ ୪ ଫୁଟର ବନ୍ୟା ପାଣି ପ୍ରଭାବିତ ହେଉଥିବାରୁ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଇଛନ୍ତି । ଗତ ଦୁଇଦିନ ହେବ ରାଜ୍ୟର ଦକ୍ଷିଣାଞ୍ଚଳରେ ତ୍ପବଳ ବର୍ଷା ହୋଇଛି । ବିଶେଷ କରି ମାଲକାନାଗିରି ରେ ଏହାର ପ୍ରଭାବ ବହୁଳ ଭାବରେ ପଡିଛି । ତେବେ ପ୍ରବଳ ବର୍ଷା ଯୋଗୁ ସ୍ଥାନୀୟ ପାଙ୍ଗାମା ନଦୀ ପୋଲ ଉପରେ ପାଣିର ସୁଅ ଭାଙ୍ଗୁଛି । ସ୍ଥାନୀୟ ମାଥିଲି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଜଣା ପଡିଛି । ଏବେବି ଅନେକ ଘରେ ପାଣି ପସିରହିଛି । ଅନେକ ରାସ୍ଥା ମାନଙ୍କରେ ପାଣି ମାଡିଯାଇଥିବାରୁ ଲୋକମାନଙ୍କ ଗମନାଗମନ ରେ ବାଧା ସୃସ୍ଟି ହୋଇଛି । ଏପରିକି ଲୋକମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚି ପାରୁନାହିଁ । ତେବେ ପ୍ରଶାସନ ପକ୍ଷରୁ ଲୋକମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024