ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବାତ୍ୟା ପାଇଁ ପୁରା ଠପ ଅନେକ ସେବା । ଗୋଟିଏ ପରେ ଗୋଟିଏ ବିଭାଗର କାର୍ଯ୍ୟଗୁଡିକ ବାତିଲ କରାଯାଉଛି । ବାତ୍ୟାର ଭୟଙ୍କର ଚିତ୍ରକୁ ଅନୁଧ୍ୟାନ କରି ବିଭିନ୍ନ କମ୍ପାନୀ , ସରକାରୀ ବିଭାଗ ପକ୍ଷରୁ ବହୁ ସେବାକୁ ବାତିଲ ମଧ୍ୟ କରାଯାଇଛି । ତିତଲି ଭୟରେ ରେଳ ବିଭାଗ ହେଲ୍ପ ଲାଇନ ନମ୍ବର ଜାରି କରିଛି । ୮୪୫୫୮୮୫୯୩୬, ୦୬୭୪-୨୩୦୧୫୨୫, ୨୩୦୧୬୨୫ ହେି ନମ୍ବର ମାଧ୍ୟମରେ ଆପଣ ସହାୟତା ପାଇ ପାରିବେ । ସେହିପରି ଆସନ୍ତା ୧୧ ଓ ୧୨ ତାରିଖରେ ହେବାକୁ ଥିବା ରେଲୱେ ଗ୍ରୁପ୍ ଡି ପରୀକ୍ଷା ବାତିଲକୁ ମଧ୍ୟ ବାତିଲ କରାଯାଇଛି । ଅନ୍ୟପଟେ ଇଣ୍ଡିଗୋ ବିମାନ ସେବାକୁି ମଧ୍ୟ ବାତିଲ କରାଯାଇଛି । ବାତ୍ୟା ଭୟରେ ହୀରାଖଣ୍ଡ ଓ ଇଷ୍ଟକୋଷ୍ଟ ଏକ୍ସପ୍ରେସର ଗତିପଥକୁ ବଦଲାଯାଇଛି । ସେପଟେ ପ୍ରଶାନ୍ତି ଓ ବିଶାଖା ଏକ୍ସପ୍ରେସକୁ ମଧ୍ୟ ବାତିଲ ଘୋଷଣା କରାଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ସାମଗ୍ରୀ ଓ ସୁଖିଲା ଖାଦ୍ୟ ପୁଡିଆ ମହଜୁଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024