ଭବନେଶ୍ୱର(ଏଟିଆର ବ୍ୟୁରୋ):ଲୋକେ ଜେଲ ଜିବା ପରେ ନିଜର ମାନସିକ ସନ୍ତୁଳନ ହରାଇ ବସିଥାନ୍ତି ।ଏପରି କିଛି କମ୍ ଲୋକ ଥାନ୍ତି ଯେଉଁ ମାନେ ଦୃଢ ମନୋଭାବ ବ୍ୟକ୍ତି ହୋଇଥାନ୍ତି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟରେ ।ଏହି କଏଦୀ ଜଣକ ହେଉଛନ୍ତି ଭାନୁ ପଟେଲ । ଦୀର୍ଘ ୮ ମାସ ଜେଲରେ ରହିବା ପରେ ସେ ୩୧ ଟି ଡ଼ିଗ୍ରୀ ହାସଲ କରିସାରିଥିଲେ । ଏବଂ ୫ବର୍ଷର ଚାକିରି ପରେ ସେ ୨୩ ଟି ଡ଼ିଗ୍ରୀ ପାଇଥିଲେ । ଳେଲରୁ ମୁ୍କୁଳିବା ପରେ ତାଙ୍କୁ ସରକାରୀ ଚାକିରି ପାଇଁ ଅଫର ଆସିଥିଲା ।
ଅହମ୍ମଦାବାଦର ବିଜୁ ମେଡ଼ିକାଲ କଲେଜରୁ ସେ ଏମବିଏସ ଡ଼ିଗ୍ରୀ ହାସଲ କରିଥିଲେ । ତାଙ୍କର ବୟସ ୫୯ବର୍ଷ । ସେ ଭବନଗରେ ବାସ କରୁଛନ୍ତି । ୧୯୯୨ ମସିହାରେ ସେ ଡ଼ିଗ୍ରୀ ହାସଲ କରିବା ପାଇଁ ଆମେରିକା ଯାଇଥିଲେ । ଭାନୁଙ୍କର ବନ୍ଧୁ ଆମେରିକାରେ ଚାକରି କରୁଥିବା ବେଳେ ତାଙ୍କ ସାଙ୍ଗ ର ଦରମା ଭାନୁଙ୍କ ଆକାଉଣ୍ଟକୁ ଆସୁଥିଲା । ସେହି କାରଣରୁ ତାଙ୍କୁ ବୈଦେଣିକ ଫିରା ଆଇନ ଉଲ୍ଲଂଘନ କାର୍ଯ୍ୟରେ ତାଙ୍କୁ ୫୦ ବର୍ଷ ବୟସରେ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ କରାଯାଇଥିଲା ।
ସାଧାରଣତଃ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରି ମିଳି ନଥାଏ । କିନ୍ତୁ ଭାନୁଙ୍କୁ ଆମ୍ବେଦକର ବିଶ୍ୱବିଦ୍ୟାଳୟରୁ ଚାକିରି ପାଇଁ ଅଫର ଆସିଥିଲା । ଚାକିରି ର ୫ବର୍ଷ ପରେ ଭାନୁ ୨୩ ଟି ଡ଼ିଗ୍ରୀ ହାସଲ କରିଥିଲେ । ଭାନୁଙ୍କ ନାଁ ଏବେ ଲିମକା ବୁକ୍ ଅଫ୍ ରେକର୍ଡ଼ସ , ଏସିଆ ବୁକ୍ ଅଫ୍ ରେକର୍ଡ଼ସ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ ରେ ସ୍ଥାନ ପାଇ ସାରିଛି । ନ୍ୟାସନାଲ କ୍ରାଇମ ବାଞ୍ଚ ର ସୁଚନା ଅନୁଯାୟୀ ଗୁଜୁରାଟରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା ଅପେକ୍ଷା ଅଶିକ୍ଷିତ କଏଦି ସଂଖ୍ୟା ଅଧିକ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024