ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଟିକା ଅଭାବରୁ ବାଧାପ୍ରାପ୍ତ ହୋଇଛି ଟିକାକରଣ କେନ୍ଦ୍ର । ଏନେଇ ବନ୍ଦ ରହିଛି ୪୦୦ ରୁ ଅଧି୍କ ଟିକାକରଣ କେନ୍ଦ୍ର । ବିଜୟ କହିଛନ୍ତି ପ୍ରତ୍ୟେକ ଦିନ ରାଜ୍ୟରେ ୨ଲକ୍ଷଟିକାକରଣ କରିବା ପାଇଁ ଲକ୍ଷ୍ୟ କରାଯାଇଛି । କିନ୍ତି ଟିକାର ଅଭାବ ରହିଥିବାରୁବନ୍ଦ ରହିଛି ଟିକାକରଣ । ଏନେଇ କେନ୍ଦ୍ରକୁୂ ଚିଠି ମାଧ୍ୟମରେ ଜଣାଇଛନ୍ତି ।
ବର୍ତ୍ତମାନ ୧୧୦୩ ଟି କେନ୍ଦ୍ରରେ ଚାଲିଛି ଟିକାକରଣ । ରାଜ୍ୟକୁ ୧୫ଲକ୍ଷ କୋଭିସିଲଡ ଟିକା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ଶ୍ରୀ ପାଣିଗ୍ରାହୀ । କରୋନା ସଂକ୍ରମଣକୁ ରୋକିବା ପାଇଁ ହେଲେ ନାଇଟ କର୍ଫ୍ୟୁ ବାଧ୍ୟତାମଳକ ପୋଲି କହିଛନ୍ତି ଡିଏମଟି । ଅନ୍ୟପଟେ କ୍ଲବ ଓ ପାର୍ଟିରେ ହେଇଥିବା ଭିଡକୁ ନିୟନ୍ତ୍ରଣ କରିବା ପାଇଁ ରାତ୍ରୀକାଳୀନ କଫ୍ୟୁ ଜରୁରୀ ବୋଲି ଡିଏମଇଟି କହିଛନ୍ତି ।