ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଥମିବାର ନାଁ ଧରୁନି କରୋନା । ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ । ଆଜି ଗୋଟାଏ ଦିନରେ ରାଜ୍ୟରୁ ୩୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୩୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଆଜି ୨୧ ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୦୪ ଆକ୍ରାନ୍ତ ।
COVID-19 REPORT FOR 20th JUNE
New positive cases: 304
In quarantine: 272
Local contacts: 32(Details of local contacts will be shared by concerned Dist Administration)
Distrist Wise Cases
1. Khurdha: 05
2. Malkangiri: 02
3. Cuttack: 13
4. Nayagarh: 3
5. Jagatsinghpur: 29— I & PR Department, Odisha (@IPR_Odisha) June 21, 2020
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୪୦, ଖୋର୍ଦ୍ଧାରୁ ୫, ମାଲାକାନାଗିରିରୁ ୨, କଟକରୁ ୧୩, ନୟାଗଡରୁ ୩, ଜଗତସିଂହପୁରରୁ ୨୯, ଝାଡସୁଗୁଡାରୁ ୨୫, ବାଲେଶ୍ୱରରୁ ୧୭, ଢେଙ୍କାନାଳରୁ ଜଣେ, ସୋନପୁରରୁ ୪ , କନ୍ଧମାଳରୁ ୧୨, ଭଦ୍ରକରୁ ୧୧, ବରଗଡରୁ ୧୪, ଯାଜପୁରରୁ ୨୧, ପୁରୀରୁ ୩, ସୁନ୍ଦରଗଡରୁ ୨, ବଲାଙ୍ଗିରୀରୁ ଜଣେ, ମୟୂରଭଞ୍ଜରୁ ୬ ଓ କେନ୍ଦ୍ରାପଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।
6. Jharsuguda: 25
7. Balasore: 17
8. Dhenkanal: 1
9: Sonepur: 4
10: Kandhamal: 12
11. Bhadrak: 11
12. Bargarh: 14
13. Jajpur: 21
14. Ganjam: 40
15. Gajapati: 47
16. Puri: 3
17. Sundargarh: 1
18. Sambalpur: 2
19. Bolangir: 1
20. Mayurbhanj: 6
21: Kendrapada: 5— I & PR Department, Odisha (@IPR_Odisha) June 21, 2020
ଅନ୍ୟପଟେ ଆମ୍ପାନ ମୁକାବିଲା କରି ପଶ୍ଚିମବଙ୍ଗରୁ ଫେରିଥିବା ଏନଡିଆରଏଫ ଓ ଅଗ୍ନିଶମ ବିଭାଗର ୪୨ ଜଣ କର୍ମଚାରି ସଂକ୍ରାମିତ ହୋଇଛନ୍ତି ।ତେବେ ମୋଟ ସଂକ୍ରାମିତଙ୍କ ମଧ୍ୟରୁ ୩ ହଜାର ୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ।
22. Fire & NDRF Personnel: 42 (Returned from Amphan Duty, WB)
New recoveries: 237
Cumulative tested: 224402
Positive: 5160
Recovered: 3534
Active cases: 1607— I & PR Department, Odisha (@IPR_Odisha) June 21, 2020