ଭୁବନେଶ୍ୱର (ଏଟିଆର ବ୍ୟୁରୋ) ରାଜ୍ୟର ଚତୁର୍ଥ କୋଭିଡ୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହା ଭୁବନେଶ୍ୱରର ସମ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି । ଭିଡିଓ କନଫରେନସିଙ୍ଗ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଏହି ହସ୍ପିଟାଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରହଲ୍ଲାଦ ଯୋଶୀ ଉପସ୍ଥିତ ଥିଲେ ।ଏହି ହସ୍ପିଟାଲରେ ୫୨୫ ଟି ବେଡ୍ ରହିଛି । ଏହାସହିତ ଏଠାରେ ଭେଣ୍ଟିଲେଟର ବି ଉପଲବ୍ଧ ଅଛି । ଏଥିରେ କେବଳ କରୋନା ରୋଗୀ ଚିକିତ୍ସିତ ହେବେ ।
ଏହାପୂର୍ବରୁ ରାଜ୍ୟରେ ତିନୋଟି ସ୍ଥାନରେ କୋଭିଡ୧୯ ହସ୍ପିଟାଲକୁ ଉଦଘାଟନ୍ କରାଯାଇଥିଲା । କିମ୍ସ, ଅଶ୍ୱନୀ ଏବଂ ରାଉଲକେଲା ପରେ ଏବେ ସମ୍ ହସ୍ପିଟାଲ୍ ଉଦଘାଟନ୍ କରାଯାଇଛି ।
Another 500 bed Odisha Covid Hospital is now ready in just one week
Further strengthening our fight against #COVID19, a 500 bed Odisha Covid Hospital is now ready in just one week. Appreciate #SUM Hospital & MCL for joining hands with state to make second largest standalone hospital. This will be a free of cost facility. #OdishaFightsCorona
CMO Odisha ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಸೋಮವಾರ, ಏಪ್ರಿಲ್ 6, 2020