ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପ୍ରାକୃତିକ ବିପର୍ଯ୍ୟୟ ଏବଂ ଚାଷ ଜମିରେହୋଇଥିବା କୀଟପତଙ୍କ ଆକ୍ରମଣ ନେଇ ୫ ଟି ରାଜ୍ୟକୁ ମିଳିବ ୩,୧୧୩ କୋଟି ଟଙ୍କରୀ ମଞ୍ଜୁରି ପ୍ରଦାନ କରିଛନ୍ତି ଅମିତ ଶାହା ।
କେନ୍ଦ୍ରାୟ ସହାୟତା ପାଇବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ହେଉଛି ଆନ୍ଧ୍ରପ୍ରଦେଶ , ବିହାର , ତାମିଲନାଡୁ , ପୁଡୁଚେରୀ , ଏବଂ ମଧ୍ୟପ୍ରଦେଶକୁ ଏହି ସହାୟତା ପ୍ରଦାନ କରାଯାଇଛି ।
ସେହିପରି ଦକ୍ଷିଣ ପଶ୍ଚିମ ମୈାସୁମର କାରଣରୁ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି କାରଣରୁ ରାଜ୍ୟକୁ ୨୮୦.୭୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ପ୍ରଳୟ ପାଇଁ ବନ୍ୟା କାରଣରୁ ୧,୨୫୫ ,୨୭କୋଟି ଟଙ୍କା ପ୍ରଦାନ କରାଯିବ ।
ନିଓ୍ଵାର ବାତ୍ୟାଜନିତ କ୍ଷତି ନିମନ୍ତେ ୬୩.୧୪ କୋଟି ଓ ବୁରେଓ୍ଵି ବାତ୍ୟାଜନିତ କ୍ଷତି ନିମନ୍ତେ ୨୨୩.୭୭ କୋଟି ଟଙ୍କା ସହ ତାମିଲନାଡୁ ସମୁଦାୟ ୨୮୬.୯୧ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପାଇବ। ନିଓ୍ଵାର ବାତ୍ୟା ନିମନ୍ତେ କେନ୍ଦ୍ରଶାସିତ ଅଞ୍ଚଳ ପୁଦ୍ଦୁଚେରୀ ପାଇବ ୯.୯୧ କୋଟି ଟଙ୍କା।