ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସକାଳୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍ । ବରମୁଣ୍ଡାରେ ନିର୍ମାଣଧୀନ ଇଣ୍ଟରଷ୍ଟେଟ ବସ ଟର୍ମିନାଲ କାମର ସମୀକ୍ଷା କରିଛନ୍ତି ।
ଏହି ବସ୍ ଟର୍ମିନାଲ କାମ ୨୦୨୨ ମସିହା ଜୁନା ମାସ ଶେଷ ସୁଦ୍ଧା ଶେଷ ହେବ । ଏଥିରେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ।
ଇସ୍ ଟର୍ମିନାଲ ପରିଦର୍ଶନ ସମୟରେ ଭି,କେ ପାଣ୍ଡିଆନଙ୍କ ସହିତ ପୂର୍ତ୍ତ ସଚିବ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସଚିବ ଭୀନଲ କ୍ରିଷ୍ଣା, ଇଡକୋ ଇଡି ଭୁପିନ୍ଦର ପୁନିଆ, ବିଏମସି କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।