ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସୁପ୍ରିମ କୋର୍ଟର ବହୁ କଟକଣା ମଧ୍ୟରେ ଦିଲ୍ଳୀ –ଏନସିଆରରେ ପାଳନ ହୋଇଛି ଦୀପାବଳୀ । କିଛି ସ୍ଥାନରେ ନିୟମକୁ ଉଲଘଂନ କରିବା ହେତୁ ବାୟୁ ପ୍ରଦୂଷଣର ପରିମାଣରେ ଖରାପ ସ୍ଥିତି ଉପୁଜିଛି । ଦିଲ୍ଲୀ ରେ ବାୟୁପ୍ରଦୂଷଣ ଅତ୍ୟାଧିକ ମାତ୍ରାରେ ହୋଇଥିବା ର ଜଣାପଡ଼ିଛି । ପ୍ରଦୂଷଣର କୁହୁଡ଼ି ଯୋଗୁଁ ସକାଳୂ ସକାଳୁ ଗାଡ଼ି ଚଳାଚଳନ ରେ ମଧ୍ୟ ପ୍ରଭାବିତ ହୋଇଛି ।
କରୋନା କାଳରେ ଏହି ବିଷାକ୍ତ ବାୟୁ ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଉଛି ।ଶନିବାର ସକାଳେ ବାୟୁ ର ରେକର୍ଡ଼ ଥିଲା ୪୨୪ ।ଯାହାକି ଅତି ବିପଦ ଜନକ ସ୍ଥିତି।ଏପରି ସ୍ଥିତି ରେ ଦିଲ୍ଲୀର ଏନସିଆର ସମେତ ଅନେକ ସ୍ଥାନରେ ବାଣ ଫୁଟାଦେଖିବାକୁ ଯାଇଥିଲେ ଲୋକମାନେ ।ଶନିବାର ଦିଲ୍ଲୀରୁ ବାୟୁ ର ଗୁଣବତା ସଂଙ୍କେତ ୪୨୪,ଶୁକ୍ରବାର ୩୨୪,ଗୁରୁବାର ୩୧୪,ବୁଧବାର ୩୪୪ ଏବଂ ମଙ୍ଗଳବାର ୪୭୬ ଏକ୍ୟୁ ଆଇ ରେକର୍ଡ଼ ହୋଇଥିଲା ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024