ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସୁପ୍ରିମ କୋର୍ଟର ବହୁ କଟକଣା ମଧ୍ୟରେ ଦିଲ୍ଳୀ –ଏନସିଆରରେ ପାଳନ ହୋଇଛି ଦୀପାବଳୀ । କିଛି ସ୍ଥାନରେ ନିୟମକୁ ଉଲଘଂନ କରିବା ହେତୁ ବାୟୁ ପ୍ରଦୂଷଣର ପରିମାଣରେ ଖରାପ ସ୍ଥିତି ଉପୁଜିଛି । ଦିଲ୍ଲୀ ରେ ବାୟୁପ୍ରଦୂଷଣ ଅତ୍ୟାଧିକ ମାତ୍ରାରେ ହୋଇଥିବା ର ଜଣାପଡ଼ିଛି । ପ୍ରଦୂଷଣର କୁହୁଡ଼ି ଯୋଗୁଁ ସକାଳୂ ସକାଳୁ ଗାଡ଼ି ଚଳାଚଳନ ରେ ମଧ୍ୟ ପ୍ରଭାବିତ ହୋଇଛି ।
କରୋନା କାଳରେ ଏହି ବିଷାକ୍ତ ବାୟୁ ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଉଛି ।ଶନିବାର ସକାଳେ ବାୟୁ ର ରେକର୍ଡ଼ ଥିଲା ୪୨୪ ।ଯାହାକି ଅତି ବିପଦ ଜନକ ସ୍ଥିତି।ଏପରି ସ୍ଥିତି ରେ ଦିଲ୍ଲୀର ଏନସିଆର ସମେତ ଅନେକ ସ୍ଥାନରେ ବାଣ ଫୁଟାଦେଖିବାକୁ ଯାଇଥିଲେ ଲୋକମାନେ ।ଶନିବାର ଦିଲ୍ଲୀରୁ ବାୟୁ ର ଗୁଣବତା ସଂଙ୍କେତ ୪୨୪,ଶୁକ୍ରବାର ୩୨୪,ଗୁରୁବାର ୩୧୪,ବୁଧବାର ୩୪୪ ଏବଂ ମଙ୍ଗଳବାର ୪୭୬ ଏକ୍ୟୁ ଆଇ ରେକର୍ଡ଼ ହୋଇଥିଲା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024